ଚଉତାଳ
ଦେଖଣା
ଚଉତାଳ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଚତୁସ୍ତଳ)
[ସମ୍ପାଦନା]ଦେବତାଙ୍କ ରଥର ଚାରିପାଖରେ ଦୋମାହାଲା ପରି ବୁଲିଥିବା କାଠର ଛାତ —A roof or upper story raised on the ୪ sides of a Deity's car.
ତହିଁର ଦୁଆରେ ଚଉତାଳ ଛଚି ଅଛି—ପ୍ରାଚୀ ବ୍ରହ୍ମନିରୂପଣଗୀତା
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁସ୍ତାଳ)
[ସମ୍ପାଦନା]ମୃଦଙ୍ଗର ତାଳବିଶେଷ — Name of a measure accompanying the striking of the Mṛudaṇga drum.
[ଦ୍ରଷ୍ଟବ୍ୟ —ଏଥିରେ ୭ ଦୀର୍ଘ ବା ୧୨: ଲଘୁ ମାତ୍ରା ଥାଏ ଓ ୪ ଆଘାତ ଓ ୨ ଶୂନ୍ୟ ଥାଏ; ଏଥିର ଉକୁଟ—ଧାଧାଧ୍ୱନ୍ତାକତା, ଗଂଦିନ୍ତା ତେଟେକିତା ଗେଦିଧୀନ୍—ହିନ୍ଦୀ - ଶବ୍ଦସାଗର]