ଚଉତାଳ

ଉଇକିଅଭିଧାନ‌ରୁ

ଚଉତାଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଚତୁସ୍ତଳ)[ସମ୍ପାଦନା]

ଦେବତାଙ୍କ ରଥର ଚାରିପାଖରେ ଦୋମାହାଲା ପରି ବୁଲିଥିବା କାଠର ଛାତ —A roof or upper story raised on the ୪ sides of a Deity's car.

ତହିଁର ଦୁଆରେ ଚଉତାଳ ଛଚି ଅଛି—ପ୍ରାଚୀ ବ୍ରହ୍ମନିରୂପଣଗୀତା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁସ୍ତାଳ)[ସମ୍ପାଦନା]

ମୃଦଙ୍ଗର ତାଳବିଶେଷ — Name of a measure accompanying the striking of the Mṛudaṇga drum.

[ଦ୍ରଷ୍ଟବ୍ୟ —ଏଥିରେ ୭ ଦୀର୍ଘ ବା ୧୨: ଲଘୁ ମାତ୍ରା ଥାଏ ଓ ୪ ଆଘାତ ଓ ୨ ଶୂନ୍ୟ ଥାଏ; ଏଥିର ଉକୁଟ—ଧାଧାଧ୍ୱନ୍ତାକତା, ଗଂଦିନ୍ତା ତେଟେକିତା ଗେଦିଧୀନ୍—ହିନ୍ଦୀ - ଶବ୍ଦସାଗର]