ଚଉଦନ୍ତା
ଚଉଦନ୍ତା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଚଉଦନ୍ତା
|
ଦେଶଜ - ବିଶେଷଣ - (ସଂସ୍କୃତ - ଚତୁର୍+ ଦନ୍ତ)[ସମ୍ପାଦନା]
- ୧. ଯେଉଁ ବଳଦ ବା ଘୋଡ଼ାର କେବଳ ୪ଟି ମାତ୍ର ଦାନ୍ତ ଉଠିଅଛି, ଅର୍ଥାତ୍ ଯେ ପୂର୍ଣ୍ଣ ଯୁବାବସ୍ଥା ପ୍ରାପ୍ତ ହୋଇ ନାହିଁ; ଯେଉଁ ଘୋଡ଼ା ବା ବଳଦ ଚାରିଟି ଦାନ୍ତ ଅଛି — ୧. (a horse or bullock) Which has got only four teeth come out; not yet full grown.
- ୨. ଚାରିଗୋଟି ଦନ୍ତବିଶିଷ୍ଟ (ହାତୀ) — ୨. (an elephant) Having four teeth or tusks.
ଦେଶଜ - ବିଶେଷ୍ୟ -[ସମ୍ପାଦନା]
ଶ୍ୟାମଦେଶର ଏକଜାତୀୟ ହାତୀ (ଏମାନଙ୍କର ୪ଟି ଦାନ୍ତ ବାହାରେ — Four-tusked elephant of Siam in Burma.