ଚଉଦନ୍ତା
ଦେଖଣା
ଚଉଦନ୍ତା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଚଉଦନ୍ତା
|
ଦେଶଜ - ବିଶେଷଣ - (ସଂସ୍କୃତ - ଚତୁର୍+ ଦନ୍ତ)
[ସମ୍ପାଦନା]- ୧. ଯେଉଁ ବଳଦ ବା ଘୋଡ଼ାର କେବଳ ୪ଟି ମାତ୍ର ଦାନ୍ତ ଉଠିଅଛି, ଅର୍ଥାତ୍ ଯେ ପୂର୍ଣ୍ଣ ଯୁବାବସ୍ଥା ପ୍ରାପ୍ତ ହୋଇ ନାହିଁ; ଯେଉଁ ଘୋଡ଼ା ବା ବଳଦ ଚାରିଟି ଦାନ୍ତ ଅଛି — ୧. (a horse or bullock) Which has got only four teeth come out; not yet full grown.
- ୨. ଚାରିଗୋଟି ଦନ୍ତବିଶିଷ୍ଟ (ହାତୀ) — ୨. (an elephant) Having four teeth or tusks.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଶ୍ୟାମଦେଶର ଏକଜାତୀୟ ହାତୀ (ଏମାନଙ୍କର ୪ଟି ଦାନ୍ତ ବାହାରେ — Four-tusked elephant of Siam in Burma.