ଚଉଭୁଜୀ
ଚାରିବାହୁବିଶିଷ୍ଟ — Having four sides.
ଚଉଭୁଜୀ କୁଞ୍ଜଘର ସହସ୍ରେ ପାଖୁ଼ଡ଼ା—ପ୍ରାଚୀ. ବ୍ରହ୍ମନିରୂପଣଗୀତା
ଚଉହଦି; ଚତୁଃସୀମା — Boundaries on the ୪ sides.