ଚକଟା
ଦେଖଣା
ଚକଟା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଟ ଧାତୁ=ଭେଦନ; ତା.ଚିଖଲ=କାଦୁଅ)
[ସମ୍ପାଦନା]- ୧. ଦୁଇ ବସ୍ତୁକୁ ପାଣି ସଙ୍ଗେ ବା ଗୋଟିଏ ଘନ ବସ୍ତୁକୁ ତରଳ ବସ୍ତୁ ସଙ୍ଗେ ସାନ୍ଧିବା କର୍ମ — ୧. Act of mixing two things one of which is a liquid; kneading.
- ୨. ଦୁଧ, ପାଚିଲାକଦଳୀ ପ୍ରଭୃତିର ସମ୍ମିଶ୍ରଣରେ ପ୍ରସ୍ତୁତ ଖାଦ୍ୟବିଶେଷ; କଦଳୀ ଚକଟା —୨. A food prepared with milk and ripe plantains mixed together.
- ୩. ହସ୍ତଦଳିତ ଖାଦ୍ୟ —୩. Well kneaded food.
- ୪. ଦଳିତ ପଦାର୍ଥ —୪. Well mixed thing; solid thing mixed with a liquid thing.
- ୫. ଗୋଡ଼ରେ ଦଳିବା — ୫. Treading with the feet.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଦଳିତ; ଦଳା ହୋଇଥିବା — ୧. Well mixed; thoroghly pressed.
- ୨. ପଦଦଳିତ —୨. Trodden.