ଚକଟା

ଉଇକିଅଭିଧାନ‌ରୁ

ଚକଟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଟ ଧାତୁ=ଭେଦନ; ତା.ଚିଖଲ=କାଦୁଅ)[ସମ୍ପାଦନା]

୧. ଦୁଇ ବସ୍ତୁକୁ ପାଣି ସଙ୍ଗେ ବା ଗୋଟିଏ ଘନ ବସ୍ତୁକୁ ତରଳ ବସ୍ତୁ ସଙ୍ଗେ ସାନ୍ଧିବା କର୍ମ — ୧. Act of mixing two things one of which is a liquid; kneading.
୨. ଦୁଧ, ପାଚିଲାକଦଳୀ ପ୍ରଭୃତିର ସମ୍ମିଶ୍ରଣରେ ପ୍ରସ୍ତୁତ ଖାଦ୍ୟବିଶେଷ; କଦଳୀ ଚକଟା —୨. A food prepared with milk and ripe plantains mixed together.
୩. ହସ୍ତଦଳିତ ଖାଦ୍ୟ —୩. Well kneaded food.
୪. ଦଳିତ ପଦାର୍ଥ —୪. Well mixed thing; solid thing mixed with a liquid thing.
୫. ଗୋଡ଼ରେ ଦଳିବା — ୫. Treading with the feet.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଦଳିତ; ଦଳା ହୋଇଥିବା — ୧. Well mixed; thoroghly pressed.
୨. ପଦଦଳିତ —୨. Trodden.