ଛତ୍ରସାହି

ଉଇକିଅଭିଧାନ‌ରୁ

ଛତ୍ରସାହି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଛତ୍ରସାଇ—ଅନ୍ୟରୂପ)

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଛତ୍ରାକୃତି ଶିରସ୍ତ୍ରାଣ ବା ପାଗ — A wide bushy turban set like an umbrella over the head.

ଛତ୍ରସାହି କରିଣ ପାଗ ବାନ୍ଧଛନ୍ତି କୃଷ୍ଣସିଂହ. ମହାଭାରତ ଆଦି