ଛତ୍ରସାହି
(ଛତ୍ରସାଇ—ଅନ୍ୟରୂପ)
ଛତ୍ରାକୃତି ଶିରସ୍ତ୍ରାଣ ବା ପାଗ — A wide bushy turban set like an umbrella over the head.
ଛତ୍ରସାହି କରିଣ ପାଗ ବାନ୍ଧଛନ୍ତି କୃଷ୍ଣସିଂହ. ମହାଭାରତ ଆଦି