ଜଟାଧର

ଉଇକିଅଭିଧାନ‌ରୁ

ଜଟାଧର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ଜଟା+ଧୂ ଧାତୁ +କତ୍ତୃ. ଅ)[ସମ୍ପାଦନା]

ଯେ ମୁଣ୍ଡରେ ଜଟା ଧାରଣ କରିଥାଏ — Having matted locks on the head.

ବିଶେଷ୍ୟ -[ସମ୍ପାଦନା]

୧. ମହାଦେବ —୧. Ṡiba.
୨. ବୁଦ୍ଧ ବିଶେଷ —୨. One of the Budha.


୩. କୋଷକାର ବିଶେଷ — ୩. Name of a sanskrit lexicographer.
୪. ଦେଶବିଶେଷ —୪. Name of a country.