ଜଟାଧର
ଦେଖଣା
ଜଟାଧର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଂ. (ଜଟା+ଧୂ ଧାତୁ +କତ୍ତୃ. ଅ)
[ସମ୍ପାଦନା]ଯେ ମୁଣ୍ଡରେ ଜଟା ଧାରଣ କରିଥାଏ — Having matted locks on the head.
ବିଶେଷ୍ୟ -
[ସମ୍ପାଦନା]- ୧. ମହାଦେବ —୧. Ṡiba.
- ୨. ବୁଦ୍ଧ ବିଶେଷ —୨. One of the Budha.
- ୩. କୋଷକାର ବିଶେଷ — ୩. Name of a sanskrit lexicographer.
- ୪. ଦେଶବିଶେଷ —୪. Name of a country.