ଜଟି

ଉଇକିଅଭିଧାନ‌ରୁ

ଜଟି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଜଟୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଜଟ୍ ଧାତୁ+ଇ)[ସମ୍ପାଦନା]

୧. ଜଟା — ୧. Clotted hair; matted hair.
୨. ଅଶ୍ୱତ୍ଥ ବୃକ୍ଷ — ୨. The relligious fig tree.
୩. ସମୂହ —୩. Mass; multitude.
୪. ଜଟାମାଂସୀ (ଦେଖ) - ୪. Jaṭāmaṁsī (See)

ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ -[ସମ୍ପାଦନା]

ଚୁଟି; ଶିଖା; ଚୁର୍କି — Tuft of hair.



ଜଟି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଜଟାମାଂସୀ (ଦେଖ) - ୧. Jaṭāmāṁsī (See)

୨. ଜଟିଳ (ଦେଖ) - ୨. Jaṭiḻa (See)
୩. ଜଟି (ଦେଖ) - ୩. Jaṭi (See)