ଝଟ୍
ଝଟ୍
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଝଟିତି)[ସମ୍ପାଦନା]
- ୧. ଅତିଶୀଘ୍ର; ତତ୍କ୍ଷଣାତ୍ — ୧. Very soon; quickly; immediately; at once.
- ୨. ସତ୍ୱର —୨. Hastily; speedily.
- ୩. ଅତି ଦ୍ରୁତଗତିରେ — ୩. With speed; with lightning speed.
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ବେଗଗତି —୧. Quick-motion.
- ୨. ତ୍ୱରା —୨. Haste.