ଝଡ଼ାଝଡ଼ି
ଝଡ଼ାଝଡ଼ି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଝଡ଼ାଝଡ଼ି
|
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ଅନେକ ଥର ଝାଡ଼ିବା କର୍ମ — ୧. Repeated jerkings.
- ୨. ପରସ୍ପର ଦେହରୁ ଧୂଳି ଝାଡ଼ିବା କର୍ମ — ୨. Cleaning each other's body of dust.
- ୩. ବହୁବାର ଘରର ତଳ, କାନ୍ଥ ଓ ଚାଳ ଓ ଘରେ ଥିବା ଜିନିସପତ୍ରକୁ ଝା଼ଡ଼ିବା ବା ଝାଡ଼ୁଦ୍ୱାରା ସାଫି କରିବା — ୩. Repeated cleaning of the floor, walls and articles of a house.
- ୪. ଜିନିଷପତ୍ର ପାତ୍ର ବା ଅଖାରୁ ନେଇ ଯିବା ପରେ ତହିଁରେ ବାକି ରହିଯିବା ଛୋଟ ଖଣ୍ଡ ଓ ଧୂଳି —୪. Refuse matter left in a bag or pot after it is emptied.
- ୫. ଝାଡ଼ଫୁଙ୍କ (ଦେଖ) - ୫. Jhāṟḍ̠a-phuṅka (See)