ଝଣାତ୍ କିନା
ଦେଖଣା
ଝଣାତ୍ କିନା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଝଣାତ୍କରି, ଝଣାତ୍କିନି, ଝଣାତ୍କିରିଅନ୍ୟରୂପ
ଦେଶଜ - ଅ (ଧ୍ୱନ୍ୟନୁକରଣ)
[ସମ୍ପାଦନା]- ୧. ଧାତୁଜନିତ ଶବ୍ଦ; କଂସା ବା ବାସନ ଆଦି ଭୂମିରେ ପଡ଼ିବା ଶବ୍ଦ —୧. The clank of metallic things falling or striking a hard substnce.
[ଦ୍ରଷ୍ଟବ୍ୟ —ଦୁଇଟି ଧାତୁ ଖଣ୍ଡ ଥରେ ପଡ଼ିଗଲେ ଯେଉଁ ଶବ୍ଦ ଥରେ ମାତ୍ର ଶୁଣାଯାଏ, ତାକୁ ଝଣାତ୍ କହନ୍ତି]
- ୨. ଝଟ୍କିନି; ହଠାତ୍ —୨. Suddenly.