ଝଣାତ୍ କିନା
ଝଣାତ୍ କିନା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଝଣାତ୍କରି, ଝଣାତ୍କିନି, ଝଣାତ୍କିରିଅନ୍ୟରୂପ
ଦେଶଜ - ଅ (ଧ୍ୱନ୍ୟନୁକରଣ)[ସମ୍ପାଦନା]
- ୧. ଧାତୁଜନିତ ଶବ୍ଦ; କଂସା ବା ବାସନ ଆଦି ଭୂମିରେ ପଡ଼ିବା ଶବ୍ଦ —୧. The clank of metallic things falling or striking a hard substnce.
[ଦ୍ରଷ୍ଟବ୍ୟ —ଦୁଇଟି ଧାତୁ ଖଣ୍ଡ ଥରେ ପଡ଼ିଗଲେ ଯେଉଁ ଶବ୍ଦ ଥରେ ମାତ୍ର ଶୁଣାଯାଏ, ତାକୁ ଝଣାତ୍ କହନ୍ତି]
- ୨. ଝଟ୍କିନି; ହଠାତ୍ —୨. Suddenly.