ଝପ୍
ଦେଖଣା
ଝପ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - ଝଟିତି; ଜବ; କ୍ଷିପ୍ର; ତୁଳ ସଂସ୍କୃତ - ଝଂପ)
[ସମ୍ପାଦନା]- ୧. ଅତିଶୀଘ୍ର; ତୁରନ୍ତ; ଝଟ୍; ହଠାତ୍; କ୍ଷଣମାତ୍ର ବିଳମ୍ୱ ନ କରି; ଝଟିତି —୧. Speedily; hastily immediately; quickly; briskly; at once in a whit.
- ୨. ଝପ୍ ଝପ୍ (ଦେଖ) - ୨. Jhap-jhap (See)
- ୩. ପାଣିରେ କାଠ ଆଦି ପଡ଼ିବା ଶବ୍ଦ — ୩. Splashing sound; swish.