ଝପ୍

ଉଇକିଅଭିଧାନ‌ରୁ

ଝପ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - ଝଟିତି; ଜବ; କ୍ଷିପ୍ର; ତୁଳ ସଂସ୍କୃତ - ଝଂପ)[ସମ୍ପାଦନା]

୧. ଅତିଶୀଘ୍ର; ତୁରନ୍ତ; ଝଟ୍; ହଠାତ୍; କ୍ଷଣମାତ୍ର ବିଳମ୍ୱ ନ କରି; ଝଟିତି —୧. Speedily; hastily immediately; quickly; briskly; at once in a whit.
୨. ଝପ୍ ଝପ୍ (ଦେଖ) - ୨. Jhap-jhap (See)
୩. ପାଣିରେ କାଠ ଆଦି ପଡ଼ିବା ଶବ୍ଦ — ୩. Splashing sound; swish.