ଝଲସିବା

ଉଇକିଅଭିଧାନ‌ରୁ

ଝଲସିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଝଳ ଧାତୁ; ଜ୍ୱଳ ଧାତୁ; ସଂସ୍କୃତ - ଝଳା=ଆଲୋକ— ତରଙ୍ଗ)[ସମ୍ପାଦନା]

୧. (ଆଖି) ଉତ୍ତାପ ବା ଆଲୋକର ଆଧିକ୍ୟ ଯୋଗୁଁ ପୀଡ଼ାଯୁକ୍ତ ହେବା ଓ ବୁଜି ହୋଇଥିବା — ୧. (the eyes) To be dazed.
୨. ଜକଜକ ହେବା; ଝଟକିବା — ୨. To shine; to glitter.

ଶତ ଇନ୍ଦ୍ରଧନୁ, ଝଲସି ଉଠଇ, ଚଳ ନିର୍ଝରର ବକ୍ଷୁଁ ନନ୍ଦୋକିଶୋର. ନିର୍ଝରିଣୀ

୩. କ୍ଷଣେ ଉଜ୍ୱଳ ଓ କ୍ଷଣେ ପ୍ରଭାହୀନ ହୋଇ ଝଟକିବା — ୩. To twinkle; to sparkle.
୪. ତାପର ଆଧିକ୍ୟରେ ଅର୍ଧଦଗ୍ଧ ହେବା — ୪. To be scorched; to be singed.

[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକାରୂପେ ସଙ୍ଗେ ଉଠିବା, ପଡ଼ିବା, ଯିବା କ୍ରିୟାର ସମାପିକା ରୂପ ମଧ୍ୟ ଯୁକ୍ତ ହୁଏ]