ଝଲସିବା
ଦେଖଣା
ଝଲସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ଝଳ ଧାତୁ; ଜ୍ୱଳ ଧାତୁ; ସଂସ୍କୃତ - ଝଳା=ଆଲୋକ— ତରଙ୍ଗ)
[ସମ୍ପାଦନା]- ୧. (ଆଖି) ଉତ୍ତାପ ବା ଆଲୋକର ଆଧିକ୍ୟ ଯୋଗୁଁ ପୀଡ଼ାଯୁକ୍ତ ହେବା ଓ ବୁଜି ହୋଇଥିବା — ୧. (the eyes) To be dazed.
- ୨. ଜକଜକ ହେବା; ଝଟକିବା — ୨. To shine; to glitter.
ଶତ ଇନ୍ଦ୍ରଧନୁ, ଝଲସି ଉଠଇ, ଚଳ ନିର୍ଝରର ବକ୍ଷୁଁ ନନ୍ଦୋକିଶୋର. ନିର୍ଝରିଣୀ
- ୩. କ୍ଷଣେ ଉଜ୍ୱଳ ଓ କ୍ଷଣେ ପ୍ରଭାହୀନ ହୋଇ ଝଟକିବା — ୩. To twinkle; to sparkle.
- ୪. ତାପର ଆଧିକ୍ୟରେ ଅର୍ଧଦଗ୍ଧ ହେବା — ୪. To be scorched; to be singed.
[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକାରୂପେ ସଙ୍ଗେ ଉଠିବା, ପଡ଼ିବା, ଯିବା କ୍ରିୟାର ସମାପିକା ରୂପ ମଧ୍ୟ ଯୁକ୍ତ ହୁଏ]