ଟଙ୍ଗଣ ମଙ୍ଗଣ ହେବା
ଟଙ୍ଗଣ ମଙ୍ଗଣ ହେବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଟଙ୍ଗଣ ମଙ୍ଗଣ ହେବା
|
ଦେଶଜ - କ୍ରିୟାପଦ -[ସମ୍ପାଦନା]
- ୧. ଏପାଖ ସେପାଖ ଯିବା ଆସିବା କରିବା —୧. To come and go; to ealk about.
- ୨. କିଛି କାର୍ଯ୍ୟ ନ ଥାଇ ଏ ପାଖରୁ ସେପାଖ ଚାଲିବା ବୁଲିବା; ଚାଲିଯିବା ଓ ଚାଲି ଆସିବା —୨. To take a walk up and down without having any particualr object or aim; to loaf about; to wander aimlessly.