ଟଳଟଳ
ଦେଖଣା
ଟଳଟଳ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଣ—(ସଂସ୍କୃତ - ଟଳ୍ ଧାତୁ=ବୈକଲ୍ୟ)
[ସମ୍ପାଦନା]- ୧. ଉତ୍କଣ୍ଠିତ; ଅସ୍ଥିର —୧. Anxious; restless.
ବୋଇଲା ଭୋ ନାଥ ତୁମ୍ଭେ କି ପ୍ରତିଜ୍ଞା କଲ, କୃପା କରି କହ ମୋତେ ମନ ଟଳଟଳ ତୁଳସୀବିକ୍ରମ ରାମାୟଣ
- ୨. ଦୋହଲୁ ଥିବା —୨. Waving.
- ୩. ଟଳୁଥିବା; ବିଚଳିତ ହେଉଥିବା — ୩. Tottering; staggering.
ସେ ଜଳେ ନ ପାରିଲା ରହି ଋମରେ ଟଳ ଟଳ ହୋଇ ଯଶୋବନ୍ତ. ପ୍ରେମଭକ୍ତି ଗୀତା
- ୪. ଯାହାର ମୂଳ ଭୂମିରେ ସ୍ଥିର ହୋଇ ବସି ନ ଥାଏ — ୪. Unstable.
ଟଳଟଳ ହେବ ମେରୁ ଭୂଧର ଅଭିମନ୍ୟୁ. ବିଦଗ୍ମ ଚିନ୍ତାମଣି
କ୍ରି.ବିଶେଷଣ -
[ସମ୍ପାଦନା]- ୧. ଦୋହଲୁ ଥିବା ପ୍ରକାରେ; ବିଚଳିତ ହେଉଥିବା ପ୍ରକାରେ —୧. Staggeringty; totteringty; reeling.
- ୨. ଅସ୍ଥିର ଭାବରେ — ୨. Unsteadily; unstably.
- ୩. ଆସନ୍ନ ବିଚଳନର ଭୟ ଜନ୍ମାଉ ଥିବା ପ୍ରକାରେ — ୩. Threatening to fall down.
ଟଳିଲା ହସ୍ତିନା—ହର୍ମ୍ମ୍ୟଭାବି ଟଳଟଳେ ରାଧାନାଥ. ବେଣୀସଂହାର