ଟଳଟଳ

ଉଇକିଅଭିଧାନ‌ରୁ

ଟଳଟଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଣ—(ସଂସ୍କୃତ - ଟଳ୍ ଧାତୁ=ବୈକଲ୍ୟ)[ସମ୍ପାଦନା]

୧. ଉତ୍କଣ୍ଠିତ; ଅସ୍ଥିର —୧. Anxious; restless.

ବୋଇଲା ଭୋ ନାଥ ତୁମ୍ଭେ କି ପ୍ରତିଜ୍ଞା କଲ, କୃପା କରି କହ ମୋତେ ମନ ଟଳଟଳ ତୁଳସୀବିକ୍ରମ ରାମାୟଣ

୨. ଦୋହଲୁ ଥିବା —୨. Waving.
୩. ଟଳୁଥିବା; ବିଚଳିତ ହେଉଥିବା — ୩. Tottering; staggering.

ସେ ଜଳେ ନ ପାରିଲା ରହି ଋମରେ ଟଳ ଟଳ ହୋଇ ଯଶୋବନ୍ତ. ପ୍ରେମଭକ୍ତି ଗୀତା

୪. ଯାହାର ମୂଳ ଭୂମିରେ ସ୍ଥିର ହୋଇ ବସି ନ ଥାଏ — ୪. Unstable.

ଟଳଟଳ ହେବ ମେରୁ ଭୂଧର ଅଭିମନ୍ୟୁ. ବିଦଗ୍ମ ଚିନ୍ତାମଣି

କ୍ରି.ବିଶେଷଣ -[ସମ୍ପାଦନା]

୧. ଦୋହଲୁ ଥିବା ପ୍ରକାରେ; ବିଚଳିତ ହେଉଥିବା ପ୍ରକାରେ —୧. Staggeringty; totteringty; reeling.
୨. ଅସ୍ଥିର ଭାବରେ — ୨. Unsteadily; unstably.
୩. ଆସନ୍ନ ବିଚଳନର ଭୟ ଜନ୍ମାଉ ଥିବା ପ୍ରକାରେ — ୩. Threatening to fall down.

ଟଳିଲା ହସ୍ତିନା—ହର୍ମ୍ମ୍ୟଭାବି ଟଳଟଳେ ରାଧାନାଥ. ବେଣୀସଂହାର