ଟାକରା ମାରିବା

ଉଇକିଅଭିଧାନ‌ରୁ

ଟାକରା ମାରିବା

ଓଡ଼ିଆ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

ଟାକରା ଫୁଟାଇବା; ଜିଭ ଓ ତାଳୁଦ୍ୱାରା 'ଟକ୍ଟକ' ଶବ୍ଦ କରିବା

[ଦ୍ରଷ୍ଟବ୍ୟ —ଗୋଲୁ; ଆଦିଙ୍କୁ ଚଳାଇବା ପାଇଁ ଏ ଶବ୍ଦ କରାଯାଏ]