Jump to content

ଟାକରା ମାରିବା

ଉଇକିଅଭିଧାନ‌ରୁ

ଟାକରା ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଟାକରା ଫୁଟାଇବା; ଜିଭ ଓ ତାଳୁଦ୍ୱାରା 'ଟକ୍ଟକ' ଶବ୍ଦ କରିବା

[ଦ୍ରଷ୍ଟବ୍ୟ —ଗୋଲୁ; ଆଦିଙ୍କୁ ଚଳାଇବା ପାଇଁ ଏ ଶବ୍ଦ କରାଯାଏ]