ଦଉଡ଼ ଧାପଡ଼
ଦଉଡ଼ ଧାପଡ଼
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ଦଉଡ଼ା ଦଉଡ଼ି—ଅନ୍ୟରୂପ)
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ରୁତ ଧାବନ)[ସମ୍ପାଦନା]
- ୧. ଇତସ୍ତତଃ ଦଉଡ଼ିବା; ଧାଁ ଧପଡ଼; ବେଗରେ ଗତି କରିବା —୧. Race; running about; running hither and thither.
- ୨. ଅନବରତ ଶ୍ରମ ଓ ଅଙ୍ଗଚାଳନସାଧ୍ୟ କର୍ମ — ୨. Engagement in a toilsome task or a task necessitating constant movemants.