ଦଉଡ଼ ଧାପଡ଼
ଦେଖଣା
ଦଉଡ଼ ଧାପଡ଼
ଉଚ୍ଚାରଣ
[ସମ୍ପାଦନା](ଦଉଡ଼ା ଦଉଡ଼ି—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ରୁତ ଧାବନ)
[ସମ୍ପାଦନା]- ୧. ଇତସ୍ତତଃ ଦଉଡ଼ିବା; ଧାଁ ଧପଡ଼; ବେଗରେ ଗତି କରିବା —୧. Race; running about; running hither and thither.
- ୨. ଅନବରତ ଶ୍ରମ ଓ ଅଙ୍ଗଚାଳନସାଧ୍ୟ କର୍ମ — ୨. Engagement in a toilsome task or a task necessitating constant movemants.