ଦଉଡ଼ ଧାପଡ଼

ଉଇକିଅଭିଧାନ‌ରୁ

ଦଉଡ଼ ଧାପଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦଉଡ଼ା ଦଉଡ଼ି—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ରୁତ ଧାବନ)[ସମ୍ପାଦନା]

୧. ଇତସ୍ତତଃ ଦଉଡ଼ିବା; ଧାଁ ଧପଡ଼; ବେଗରେ ଗତି କରିବା —୧. Race; running about; running hither and thither.
୨. ଅନବରତ ଶ୍ରମ ଓ ଅଙ୍ଗଚାଳନସାଧ୍ୟ କର୍ମ — ୨. Engagement in a toilsome task or a task necessitating constant movemants.