ଠୁଠା
ଠୁଠା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ - (ଧୁ ସ୍ଥାନରେ ଠୁ ଉଚ୍ଚାରଣ; ସଂସ୍କୃତ - ସ୍ଥାଣୁ; ତୁଳ. ହିନ୍ଦୀ - ଠୁଠ୍)[ସମ୍ପାଦନା]
- ୧. ଯାହାର ହାତ, ଗୋଡ଼ ବା ଅଙ୍ଗୁଳି ଆଦି ଛିଣ୍ଡି ଯାଇଅଛି —୧. Having no limbs or fingers; fingerless.
- ୨. ପଙ୍ଗୁ; କୋଢ଼ିଆ —୨. Leprous.
- ୩. ଥୁଣ୍ଟା; ଶାଖାବିରହତ (ବୃକ୍ଷ) — ୩. Lopped up (tree); pollarded.
ବିଶେଷ୍ୟ -[ସମ୍ପାଦନା]
- ୧. ପଙ୍ଗ —୧. A fingerless leper; a cripple
- ୨. ଥୁଣ୍ଟା ଗଛ —୨. Pollard.