ଠୁଠା

ଉଇକିଅଭିଧାନ‌ରୁ

ଠୁଠା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ - (ଧୁ ସ୍ଥାନରେ ଠୁ ଉଚ୍ଚାରଣ; ସଂସ୍କୃତ - ସ୍ଥାଣୁ; ତୁଳ. ହିନ୍ଦୀ - ଠୁଠ୍)[ସମ୍ପାଦନା]

୧. ଯାହାର ହାତ, ଗୋଡ଼ ବା ଅଙ୍ଗୁଳି ଆଦି ଛିଣ୍ଡି ଯାଇଅଛି —୧. Having no limbs or fingers; fingerless.
୨. ପଙ୍ଗୁ; କୋଢ଼ିଆ —୨. Leprous.
୩. ଥୁଣ୍ଟା; ଶାଖାବିରହତ (ବୃକ୍ଷ) — ୩. Lopped up (tree); pollarded.

ବିଶେଷ୍ୟ -[ସମ୍ପାଦନା]

୧. ପଙ୍ଗ —୧. A fingerless leper; a cripple
୨. ଥୁଣ୍ଟା ଗଛ —୨. Pollard.