ଠୁଠା
ଦେଖଣା
ଠୁଠା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ - (ଧୁ ସ୍ଥାନରେ ଠୁ ଉଚ୍ଚାରଣ; ସଂସ୍କୃତ - ସ୍ଥାଣୁ; ତୁଳ. ହିନ୍ଦୀ - ଠୁଠ୍)
[ସମ୍ପାଦନା]- ୧. ଯାହାର ହାତ, ଗୋଡ଼ ବା ଅଙ୍ଗୁଳି ଆଦି ଛିଣ୍ଡି ଯାଇଅଛି —୧. Having no limbs or fingers; fingerless.
- ୨. ପଙ୍ଗୁ; କୋଢ଼ିଆ —୨. Leprous.
- ୩. ଥୁଣ୍ଟା; ଶାଖାବିରହତ (ବୃକ୍ଷ) — ୩. Lopped up (tree); pollarded.
ବିଶେଷ୍ୟ -
[ସମ୍ପାଦନା]- ୧. ପଙ୍ଗ —୧. A fingerless leper; a cripple
- ୨. ଥୁଣ୍ଟା ଗଛ —୨. Pollard.