Jump to content

ଡକାଡକି

ଉଇକିଅଭିଧାନ‌ରୁ

ଡକାଡକି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପରସ୍ପର ଆହ୍ୱାନ — Calling each other.

ଆସ ଆସ ଡକାଇଡକିରେ ସେ ଡକା ପକାଇ ଅଛନ୍ତି ପିକେ ଭଞ୍ଜ କୋଟିବ୍ରହ୍ମାଣ୍ଡସୁନ୍ଦରୀ

୨. ଉଚ୍ଚୈଃସ୍ୱରରେ ବହୁବାର ଡାକିବା — ୨. Outcry; repeated shouts.

ବିଶେଷଣ -

[ସମ୍ପାଦନା]

ପରସ୍ପରଦ୍ୱାରା ଆହୁତ — Called by each other.

ସଚାମାନେ ସଖିରୁ ଦୁହିଁ ଛାଡିଦେଇ ଡକାଡକି ହୋଇଲେ ଯୁଝାବାର ପାଇଁ କୃଷ୍ଣସିଂହ, ମହାଭାରତ. ଭୀଷ୍ମ