ଡକାଡକି
ଦେଖଣା
ଡକାଡକି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଡକାଡକି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପରସ୍ପର ଆହ୍ୱାନ — Calling each other.
ଆସ ଆସ ଡକାଇଡକିରେ ସେ ଡକା ପକାଇ ଅଛନ୍ତି ପିକେ ଭଞ୍ଜ କୋଟିବ୍ରହ୍ମାଣ୍ଡସୁନ୍ଦରୀ
- ୨. ଉଚ୍ଚୈଃସ୍ୱରରେ ବହୁବାର ଡାକିବା — ୨. Outcry; repeated shouts.
ବିଶେଷଣ -
[ସମ୍ପାଦନା]ପରସ୍ପରଦ୍ୱାରା ଆହୁତ — Called by each other.
ସଚାମାନେ ସଖିରୁ ଦୁହିଁ ଛାଡିଦେଇ ଡକାଡକି ହୋଇଲେ ଯୁଝାବାର ପାଇଁ କୃଷ୍ଣସିଂହ, ମହାଭାରତ. ଭୀଷ୍ମ