ଡକାମଝା

ଉଇକିଅଭିଧାନ‌ରୁ

ଡକାମଝା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]

ଡାକି କଟି; ଯେଉଁ ସ୍ତ୍ରୀର କଟି ଡମରୁ ପରି ସରୁ; ଡମରୁମଧ୍ୟା —Slender-waisted.

ଡାକି କରିଗତି ତୋତେ, ଡାକି କରିଆଛି ଡକାମଝା ସରି ନୁହଁଇ ମୁଁ କଦାଚିତେ କବିସୂର୍ଯ୍ୟ. ଚମ୍ପା ଗୀତ