ଡକାମଝା
ଡାକି କଟି; ଯେଉଁ ସ୍ତ୍ରୀର କଟି ଡମରୁ ପରି ସରୁ; ଡମରୁମଧ୍ୟା —Slender-waisted.
ଡାକି କରିଗତି ତୋତେ, ଡାକି କରିଆଛି ଡକାମଝା ସରି ନୁହଁଇ ମୁଁ କଦାଚିତେ କବିସୂର୍ଯ୍ୟ. ଚମ୍ପା ଗୀତ