ଟଙ୍ଗେଇବା
ଟଙ୍ଗେଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - କ୍ରିୟାପଦ -[ସମ୍ପାଦନା]
ଟାଙ୍ଗିବା କ୍ରିୟାର ଣିଜନ୍ତ ରୂପ — The causative from of ṭāṅgibā
- ୧. ଲଟକାଇବା; ଟାଙ୍ଗିବା; ଝୁଲାଇବା — ୧. To hang or suspend a thing.
- ୨. ଦଉଡ଼ିଦ୍ୱାରା ବାନ୍ଧି ଓହୋଳାଇବା — ୨. To have a thing suspended by means of a string.
- ୩. ଟିଙ୍ଗାଇବା; (ଲିଙ୍ଗ) ଉଦ୍ରକ୍ତ ହେବା — ୩. (The penis) To become stiff and erect.