ଟଙ୍ଗେଇବା
ଦେଖଣା
ଟଙ୍ଗେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]ଟାଙ୍ଗିବା କ୍ରିୟାର ଣିଜନ୍ତ ରୂପ — The causative from of ṭāṅgibā
- ୧. ଲଟକାଇବା; ଟାଙ୍ଗିବା; ଝୁଲାଇବା — ୧. To hang or suspend a thing.
- ୨. ଦଉଡ଼ିଦ୍ୱାରା ବାନ୍ଧି ଓହୋଳାଇବା — ୨. To have a thing suspended by means of a string.
- ୩. ଟିଙ୍ଗାଇବା; (ଲିଙ୍ଗ) ଉଦ୍ରକ୍ତ ହେବା — ୩. (The penis) To become stiff and erect.