ଡଗଡଗ (ଚାଲିବା)
ଦେଖଣା
ଡଗଡଗ (ଚାଲିବା)
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଡଗଡଗ (ଚାଲିବା)
|
ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଦକ୍ଷ; ସଂସ୍କୃତ - ତକ ଧାତୁ= ଗତି କରିବା)
[ସମ୍ପାଦନା]- ୧. ଶ୍ରୀଘ୍ର ଶ୍ରୀଘ୍ର (ଚାଲିବା) — ୧. (to walk) Briskly or hastily.
ଡଗଡଗ ସେ ଶକ୍ତିରୁ ଉଠୁଛି ତପିତ ପ୍ରୀଚୀ. ବ୍ରହ୍ମନିରୁପଣ ଗୀତ
- ୨. ଲମ୍ୱ ଲମ୍ୱ ପାହୁଣ୍ଡ ପକାଇ (ଚାଲିବା) — ୨. (to walk) With long strides; in a stalking manner.
ମୁଁ ଯେ ବଗ—ଚାଲେ ଡଗଡଗ ଶିଶୁଗୀତ