Jump to content

ଡଗଡଗ (ଚାଲିବା)

ଉଇକିଅଭିଧାନ‌ରୁ

ଡଗଡଗ (ଚାଲିବା)

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଦକ୍ଷ; ସଂସ୍କୃତ - ତକ ଧାତୁ= ଗତି କରିବା)

[ସମ୍ପାଦନା]
୧. ଶ୍ରୀଘ୍ର ଶ୍ରୀଘ୍ର (ଚାଲିବା) — ୧. (to walk) Briskly or hastily.

ଡଗଡଗ ସେ ଶକ୍ତିରୁ ଉଠୁଛି ତପିତ ପ୍ରୀଚୀ. ବ୍ରହ୍ମନିରୁପଣ ଗୀତ

୨. ଲମ୍ୱ ଲମ୍ୱ ପାହୁଣ୍ଡ ପକାଇ (ଚାଲିବା) — ୨. (to walk) With long strides; in a stalking manner.

ମୁଁ ଯେ ବଗ—ଚାଲେ ଡଗଡଗ ଶିଶୁଗୀତ