ଡମ୍ଫା
ଦେଖଣା
ଡମ୍ଫା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଦମ୍ଭ;ସଂସ୍କୃତ - ଡମ୍ଫ ଧାତୁ)
[ସମ୍ପାଦନା]- ୧. ଡବାଡବା; ବାଦଦୂକ, ପ୍ରଗଲ୍ଭ; ବହୁଭାଷୀ; ବାକ୍ସର୍ବସ୍ୱ — ୧. Swaggering; talkative; swashbuckler; blustering.
- ୨. ଆଗଚଲା; ଆଗବୋଲା — ୨. Forward in talk; presumptuous; officious.
- ୩. ଉଦ୍ଧତ —୩. Impertinent.
ଅନୁବାଦ
[ସମ୍ପାଦନା]- ୪. ଫମ୍ଫା; ପୋଲା — ୪. Hollow.
- ୫. ଯେ ଖୁବ୍ କହେ କିନ୍ତୁ କାର୍ଯ୍ୟରେ କିଛି କରେ ନାହିଁ — ୫. Promising much but doing little.
ବିଶେଷ୍ୟ -
[ସମ୍ପାଦନା]ଆନଦ୍ଧ ବାଦ୍ୟବିଶେଷ; ଡେମ୍ଫ ନାଗରୀ — A kind of drum.
କର୍ଣ୍ଣାଳ, କାହାଳ ବିଜିଘୋଷ ବେଣୁ ଡମ୍ଫା ମୁରଜ ଡ଼ିଣ୍ଡିମ ଦୁନ୍ଦୁଭିରେ ମହୀ କମ୍ପା—ଭଞ୍ଜ. ଲାବଣ୍ୟବତୀ