ଡମ୍ଫା

ଉଇକିଅଭିଧାନ‌ରୁ

ଡମ୍ଫା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଦମ୍ଭ;ସଂସ୍କୃତ - ଡମ୍ଫ ଧାତୁ)[ସମ୍ପାଦନା]

୧. ଡବାଡବା; ବାଦଦୂକ, ପ୍ରଗଲ୍ଭ; ବହୁଭାଷୀ; ବାକ୍ସର୍ବସ୍ୱ — ୧. Swaggering; talkative; swashbuckler; blustering.
୨. ଆଗଚଲା; ଆଗବୋଲା — ୨. Forward in talk; presumptuous; officious.
୩. ଉଦ୍ଧତ —୩. Impertinent.

ଅନୁବାଦ[ସମ୍ପାଦନା]

୪. ଫମ୍ଫା; ପୋଲା — ୪. Hollow.
୫. ଯେ ଖୁବ୍ କହେ କିନ୍ତୁ କାର୍ଯ୍ୟରେ କିଛି କରେ ନାହିଁ — ୫. Promising much but doing little.

ବିଶେଷ୍ୟ -[ସମ୍ପାଦନା]

ଆନଦ୍ଧ ବାଦ୍ୟବିଶେଷ; ଡେମ୍ଫ ନାଗରୀ — A kind of drum.

କର୍ଣ୍ଣାଳ, କାହାଳ ବିଜିଘୋଷ ବେଣୁ ଡମ୍ଫା ମୁରଜ ଡ଼ିଣ୍ଡିମ ଦୁନ୍ଦୁଭିରେ ମହୀ କମ୍ପା—ଭଞ୍ଜ. ଲାବଣ୍ୟବତୀ