ଡହକ

ଉଇକିଅଭିଧାନ‌ରୁ

ଡହକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦହ ଧାତୁ; ସଂସ୍କୃତ - ଧୁକ୍ଷ ଧାତୁ= ସଂଦୀପନ)[ସମ୍ପାଦନା]

୧. ଦହକ; ତାତି; ଅଗ୍ନିର ଜ୍ୱାଳା — ୧. Heat of fire.
୨. ଜଳୁଥିବା ଅଙ୍ଗାରର ତେଜ — ୨. Glare of red-hot fire or charcoal.
୩. ଶରୀରର ଦାହ; ପ୍ରଦାହ — ୩. Inflamation; burning sensation.
୪. ଅସହ୍ୟ ଗ୍ରୀଷ୍ମ; ଝାଞ୍ଜି —୪. Unbearable heat.


ଅନୁବାଦ[ସମ୍ପାଦନା]

ବିଶେଷଣ -[ସମ୍ପାଦନା]

୧. ତାତିଲା; ଉତ୍ତପ୍ତ — ୧. Hot; scorched.
୨. ନିଆଁରେ ପାଚିଯାଇ ନାଲି ହୋଇଥିବ; ଜାଜ୍ୱଲ୍ୟମାନ — ୨. Glaring; blazing; red-hot.

(ଯଥା—ଚୁଲିରେ ରଡ଼ନିଆଁ ଭାରି ଡହକ ହୋଇଛି )

୩. ରଡ଼ନିଆଁ ଯୁକ୍ତ (ଚୁଲ୍ଲୀ) —୩. (oven) Full of red-hot or live charcoal.

ପ୍ରାଦେଶିକ - (ଗଡ଼ଜାତ)ବିଶେଷଣ -[ସମ୍ପାଦନା]

ବଡ଼; ବୃହତ — Big.

(ଯଥା—ଏ ବରଷ ଡହକ ବଢ଼ିରେ ସବୁ ଫସଲ ଧୋଇଗଲା )