ଡହକ
ଡହକ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦହ ଧାତୁ; ସଂସ୍କୃତ - ଧୁକ୍ଷ ଧାତୁ= ସଂଦୀପନ)[ସମ୍ପାଦନା]
- ୧. ଦହକ; ତାତି; ଅଗ୍ନିର ଜ୍ୱାଳା — ୧. Heat of fire.
- ୨. ଜଳୁଥିବା ଅଙ୍ଗାରର ତେଜ — ୨. Glare of red-hot fire or charcoal.
- ୩. ଶରୀରର ଦାହ; ପ୍ରଦାହ — ୩. Inflamation; burning sensation.
- ୪. ଅସହ୍ୟ ଗ୍ରୀଷ୍ମ; ଝାଞ୍ଜି —୪. Unbearable heat.
ଅନୁବାଦ[ସମ୍ପାଦନା]
ବିଶେଷଣ -[ସମ୍ପାଦନା]
- ୧. ତାତିଲା; ଉତ୍ତପ୍ତ — ୧. Hot; scorched.
- ୨. ନିଆଁରେ ପାଚିଯାଇ ନାଲି ହୋଇଥିବ; ଜାଜ୍ୱଲ୍ୟମାନ — ୨. Glaring; blazing; red-hot.
(ଯଥା—ଚୁଲିରେ ରଡ଼ନିଆଁ ଭାରି ଡହକ ହୋଇଛି )
- ୩. ରଡ଼ନିଆଁ ଯୁକ୍ତ (ଚୁଲ୍ଲୀ) —୩. (oven) Full of red-hot or live charcoal.
ପ୍ରାଦେଶିକ - (ଗଡ଼ଜାତ)ବିଶେଷଣ -[ସମ୍ପାଦନା]
ବଡ଼; ବୃହତ — Big.
(ଯଥା—ଏ ବରଷ ଡହକ ବଢ଼ିରେ ସବୁ ଫସଲ ଧୋଇଗଲା )