ଡହରା
ଦେଖଣା
ଡହରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଡହରୀ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଡମ୍ଫା; ଡବଡବା; ଯାହା ପେଟରେ କୌଣସି କଥା ରହେ ନାହିଁ — ୧. Unable to keep a secret; babbling.
- ୨. ଗପଡ଼ି —୨. Talkative; swaggering.
- ୩. ବାରବୁଲା; ପରିଭ୍ରମଣଶୀଳ; ଅସ୍ଥିର — ୩. Restless; wandering; loafing.
- ୪. ଯେଉଁ ବ୍ୟକ୍ତି ପରର କଥା କହି ବୁଲେ — ୪. Tattling; gossiping.
- ୫. (ଜାହାଜିଆ ଭାଷା)—ପୂର୍ବଦିଗ — ୫. East quarter (according to the mariner's compass).