ଡହରା

ଉଇକିଅଭିଧାନ‌ରୁ

ଡହରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଡହରୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

୧. ଡମ୍ଫା; ଡବଡବା; ଯାହା ପେଟରେ କୌଣସି କଥା ରହେ ନାହିଁ — ୧. Unable to keep a secret; babbling.
୨. ଗପଡ଼ି —୨. Talkative; swaggering.
୩. ବାରବୁଲା; ପରିଭ୍ରମଣଶୀଳ; ଅସ୍ଥିର — ୩. Restless; wandering; loafing.
୪. ଯେଉଁ ବ୍ୟକ୍ତି ପରର କଥା କହି ବୁଲେ — ୪. Tattling; gossiping.
୫. (ଜାହାଜିଆ ଭାଷା)—ପୂର୍ବଦିଗ — ୫. East quarter (according to the mariner's compass).