ଡାଆଁଣ ବାଆଁଣ
ଡାଆଁଣ ବାଆଁଣ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଡାଆଁଣ ବାଆଁଣ
|
(ଡାଆଣବାଆଣ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -(ବିପରୀତାର୍ଥ ସହଚର, ସଂସ୍କୃତ - ଦକ୍ଷିଣ +ବାମ)[ସମ୍ପାଦନା]
- ୧. ଦକ୍ଷିଣ ଓ ବାମ ପାର୍ଶ୍ୱଦ୍ୱୟ —୧. Right and left sides.
- ୨. ଶଗଡ଼ ବା ହଳର ଡାହାଣ ପାଖରେ ଚାଲିବାରେ ଅଭ୍ୟସ୍ତ ବଳଦ ବାଆଁ ପାଖରେ ଯୋଚା ହୋଇଥିଲେ ଓ ବାଆଁ ପାଖରେ ଚାଲିବା ବଳଦ ଡାହାଣ ପାଖରେ ଯୋଚା ହୋଇଥିଲେ ଉକ୍ତ ବଳଦ ନିୟମିତ ଭାବରେ ନ ଚାଲିବାରୁ ଯେଉଁ ଅସୁବିଧା ଭୋଗ କରାଯାଏ — ୨. The inconvenience felt in driving a cart when the right hand bullock is yoked to the left side of the yoke and vice verse.
ଦେଶଜ - ବିଶେଷଣ -[ସମ୍ପାଦନା]
ଦକ୍ଷିଣ ଓ ବାମ (ପାର୍ଶ୍ୱ) — Right and left (side).