Jump to content

ଢଇରା ମାରବା

ଉଇକିଅଭିଧାନ‌ରୁ

ଢଇରା ମାରବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କାତ ମାରିବା — ୧. To use the pole in propelling a boat.


୨. ପାଣିରେ ପଶି ଚାଲିବା ସମୟରେ ଯଷ୍ଟିଦ୍ୱାରା ପାଣିକୁ କଣ୍ଟିବା —୨. To feel or fathom the depth of water with a stick while wading.
୩. ଚାଲିବା ସମୟରେ ଯଷ୍ଟି ଉପରେ ଭରା ଦେବା — ୩. To walk with the support of a stick.