ଢଇରା ମାରବା
ଦେଖଣା
ଢଇରା ମାରବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଢଇରା ମାରବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କାତ ମାରିବା — ୧. To use the pole in propelling a boat.
- ୨. ପାଣିରେ ପଶି ଚାଲିବା ସମୟରେ ଯଷ୍ଟିଦ୍ୱାରା ପାଣିକୁ କଣ୍ଟିବା —୨. To feel or fathom the depth of water with a stick while wading.
- ୩. ଚାଲିବା ସମୟରେ ଯଷ୍ଟି ଉପରେ ଭରା ଦେବା — ୩. To walk with the support of a stick.