ତଇନ୍
ଦେଖଣା
ତଇନ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ତୟନ୍; ଆ ତୟ୍=ସମାପ୍ତ; ନିର୍ଣ୍ଣୀତ)
[ସମ୍ପାଦନା]- ୧. ସ୍ଥିରତା; ନିଶ୍ଚୟ —୧. Certainty.
- ୨. ନିର୍ଣ୍ଣୟ —୨. Ascertainment.
- ୩. ଫଇସଲ —୩. Disposal.
ବୈଦେଶିକ - ବିଶେଷଣ -
[ସମ୍ପାଦନା]- ୧. ସ୍ଥିର; ନିଶ୍ଚିତ — ୧. Certain; fixed.
- ୨. ନିର୍ଣ୍ଣୀତ —୨. Ascertained.