ତଇନ୍

ଉଇକିଅଭିଧାନ‌ରୁ

ତଇନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ତୟନ୍; ଆ ତୟ୍=ସମାପ୍ତ; ନିର୍ଣ୍ଣୀତ)[ସମ୍ପାଦନା]

୧. ସ୍ଥିରତା; ନିଶ୍ଚୟ —୧. Certainty.
୨. ନିର୍ଣ୍ଣୟ —୨. Ascertainment.
୩. ଫଇସଲ —୩. Disposal.

ବୈଦେଶିକ - ବିଶେଷଣ -[ସମ୍ପାଦନା]

୧. ସ୍ଥିର; ନିଶ୍ଚିତ — ୧. Certain; fixed.
୨. ନିର୍ଣ୍ଣୀତ —୨. Ascertained.