ତକ୍ଷଣ
ଦେଖଣା
ତକ୍ଷଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତକ୍ଷ ଧାତୁ=କାଠ ତାଞ୍ଛିବା+ଭାବ. ଅନ)
[ସମ୍ପାଦନା]- ୧. ବଢ଼େଇ କାମ —୧. Carpentry.
- ୨. ଅସ୍ତ୍ରଦ୍ୱାରା କାଠ ଚାଞ୍ଛିବା; ରନ୍ଦା ମାରିବା — ୨. Planing of wood; scraping of wood work.
- ୩. ରନ୍ଦା; ରଞ୍ଜା —୩. Carpenter's plane
- ୪. ବଢ଼େଇ (ହିନ୍ଦୀ - ଶବ୍ଦସାଗର) —୪. Carpenter.
- ୫. ପଥର କାଠ ଆଦି ଖୋଳି ମୂର୍ତ୍ତି ଆଦି ଗଢ଼ିବା କର୍ମ(ହିନ୍ଦୀ - ଶବ୍ଦସାଗର) —୫. Carving of wood & stone.
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - ତତ୍କ୍ଷଣ)
[ସମ୍ପାଦନା]ଅତି ଚଞ୍ଚଳ; ତତ୍କ୍ଷଣାତ୍; ଶୀଘ୍ର — At once; very soon; immediately.
ହୃଦୟେ ବସଇ ତକ୍ଷଣ, ଅନାଦି ପ୍ରଭୁ ନାରାୟଣ ଜଗନ୍ନାଥ. ଭାଗବତ