ତକ୍ଷଣ

ଉଇକିଅଭିଧାନ‌ରୁ

ତକ୍ଷଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ତକ୍ଷ ଧାତୁ=କାଠ ତାଞ୍ଛିବା+ଭାବ. ଅନ)[ସମ୍ପାଦନା]

୧. ବଢ଼େଇ କାମ —୧. Carpentry.
୨. ଅସ୍ତ୍ରଦ୍ୱାରା କାଠ ଚାଞ୍ଛିବା; ରନ୍ଦା ମାରିବା — ୨. Planing of wood; scraping of wood work.
୩. ରନ୍ଦା; ରଞ୍ଜା —୩. Carpenter's plane
୪. ବଢ଼େଇ (ହିନ୍ଦୀ - ଶବ୍ଦସାଗର) —୪. Carpenter.


୫. ପଥର କାଠ ଆଦି ଖୋଳି ମୂର୍ତ୍ତି ଆଦି ଗଢ଼ିବା କର୍ମ(ହିନ୍ଦୀ - ଶବ୍ଦସାଗର) —୫. Carving of wood & stone.

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - ତତ୍କ୍ଷଣ)[ସମ୍ପାଦନା]

ଅତି ଚଞ୍ଚଳ; ତତ୍କ୍ଷଣାତ୍; ଶୀଘ୍ର — At once; very soon; immediately.

ହୃଦୟେ ବସଇ ତକ୍ଷଣ, ଅନାଦି ପ୍ରଭୁ ନାରାୟଣ ଜଗନ୍ନାଥ. ଭାଗବତ